Breaking PLUSଓଡ଼ିଶାମୁଖ୍ୟ ଖବର

ପାରିବାରିକ ବିବାଦ : ଥାନାର ଦ୍ୱାରସ୍ଥ ହେଲେ ବର୍ଷା ଓ ତାଙ୍କ ଶାଶୁ

ଚଳଚ୍ଚିତ୍ର ଜଗତରେ ଅଭିନୟ କରି ଲୋକମାନଙ୍କୁ ବେଶ ଆକୃଷ୍ଠ କରିଥିବା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କ ରେ ଏବେ ଫାଟ ସୃଷ୍ଟି ହୋଇଛି । ସମ୍ପର୍କର ସୂତା ଏବେ ଧିରେ ଧିରେ ଛିଣ୍ଡିବାରେ ଲାଗିଛି ।

ଚଳଚ୍ଚିତ୍ର ଜଗତରେ ଅଭିନୟ କରି ଲୋକମାନଙ୍କୁ ବେଶ ଆକୃଷ୍ଠ କରିଥିବା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସମ୍ପର୍କ ରେ ଏବେ ଫାଟ ସୃଷ୍ଟି ହୋଇଛି । ସମ୍ପର୍କର ସୂତା ଏବେ ଧିରେ ଧିରେ ଛିଣ୍ଡିବାରେ ଲାଗିଛି ।

ଦୀର୍ଘଦିନ ହେବ ବିବାଦ ଘେରରେ ଥିବା ଅନୁଭବ ଏବେ ନିଜ ବୌବାହିକ ସମ୍ପର୍କକୁ ନେଇ ଆଉ ଏକ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି । ତେବେ ପରସ୍ପର ବିରୋଧରେ ଅଭିଯୋଗ ଆଣି ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ଶାଶୁ ମଧୁସ୍ମିତା ମହାନ୍ତି ଥାନାର ଦ୍ୱାରସ୍ଥ ହୋଇଛନ୍ତି । କଟକ ପୁରୀଘାଟ ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଘରୁ ତଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବର୍ଷା ଅଭିଯୋଗ ଆଣିଥିବା ବେଳେ ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ପାଲଟା ଅଭିଯୋଗ କରିଛନ୍ତି।

୬୦ ବର୍ଷ ତଳର ଘର ମରାମତି ଆବଶ୍ୟକତା ରହିଛି। ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଅନୁପସ୍ଥିତ ରହିବେ। କିନ୍ତୁ ବର୍ଷା ଘର ଖାଲି କରିବାକୁ ରାଜି ନଥିବା ମଧୁସ୍ମିତା ଏତଲାରେ ଉଲ୍ଲେଖ କରିଛନ୍ତି।

Show More

Related Articles

Back to top button