Breaking PLUSଓଡ଼ିଶାମୁଖ୍ୟ ଖବର

ପୂର୍ବତନ ଜିଆରଏସଙ୍କୁ ୩ବର୍ଷ ଜେଲ୍

ଭୁବନେଶ୍ୱର- ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟପଡା ପଞ୍ଚାୟତର ପୂର୍ବତନ ଜିଆରଏସ ପାଣ୍ଡବ ମହଲାଙ୍କୁ 3ବର୍ଷ ଜେଲ ଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । 2019 ମସିହାରେ ପିଏମ ଆବାସ ଯୋଜନାରେ ଘର ଦେବାକୁ ଜଣେ ହିତାଧିକାରୀଙ୍କ ଠାରୁ 15ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ 3ବର୍ଷ ଜେଲ ଦଣ୍ଡ ସହ 5ହଜାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button