Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ପହଂଚିଲେ ନିତ୍ୟାନନ୍ଦ ରାୟ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି।  ସେପଟେ ସିବିଆଇ ନିର୍ଦ୍ଦେଶକ ମଧ୍ୟ ପହଞ୍ଚିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ସମେତ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ଆସି ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ବଳୟରେ ରହିଛି ଭୁବନେଶ୍ଵର ବିମାନବନ୍ଦର । ଏହି ଅବସରରେ ପର୍ଯ୍ୟୟକ୍ରମେ ବିଭିନ୍ନ ରାଜ୍ୟରୁ ଆସୁଛନ୍ତି ଡେଲିଗେଟସ । ଏଥିପାଇଁ ପୋଲିସ କମିଶନର ସମେତ ଏସପିଜି ଟିମ୍ ସିକୁରିଟି ଫୋର୍ସ ସ୍ପେଶିଆଲ ଭ୍ୟାନରେ ଅତିଥିଙ୍କୁ ରିଶଭ କରି ରାଜ୍ୟ ଅତିଥି ଭବନ ପରିସରକୁ ନେଉଛନ୍ତି । ବର୍ତ୍ତମାନ ସକାଳୁ ଏପର୍ଯ୍ୟନ୍ତ ତେଲେଙ୍ଗାନା ଡିଜିପି, ଆସାମ ଡିଜିପି, ପଣ୍ଡିଚେରୀ ଡିଜିପି, ମିଜୋରାମ ଡିଜିପି, ଉତ୍ତରାଖଣ୍ଡ ଡିଜିପିଙ୍କ ପହଁଚିଥିବା ବେଳେ ବର୍ତ୍ତମାନ ମହାରାଷ୍ଟ୍ର ଡିଜିପି, ପଶ୍ଚିମବଙ୍ଗ ଡିଜିପି ଓ ହିମାଚଳ ପ୍ରଦେଶ ଡିଜିପିଙ୍କ ସମେତ ପିଏମଓ ଅଫିସର ବରିଷ୍ଠ ଅଧିକାରୀ ବି ଆସୁଛନ୍ତି।

Show More

Related Articles

Back to top button