Breaking PLUSଓଡ଼ିଶାମୁଖ୍ୟ ଖବର
ଜାଲ ନୋଟ୍ ରାକେଟ ଠାବ; ୨ ଗିରଫ

ଭୁବନେଶ୍ୱର: ଜାଲ ନୋଟ୍ ରାକେଟ ଠାବ ହୋଇଛି । ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରାଯାଇଛି । ଟିଟିଲାଗଡ଼ରୁ ୨ଜଣଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ STF । ହାଇ କ୍ୱାଲିଟି ଜାଲ ନୋଟ୍ ଛାପୁଥିବା ନେଇ STFର ଖୋଳତାଡ଼ । ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ତଦନ୍ତ ଜାରି ରହିଛି ।