Breaking PLUSଓଡ଼ିଶାମୁଖ୍ୟ ଖବର
ସାମ୍ବାଦିକଙ୍କୁ ମାଡ ମାରିବା ଘଟଣାରେ 2 ଗିରଫ

ବଲାଙ୍ଗିର: ହାତଗୋଡ଼ ବାନ୍ଧି ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ବଲାଙ୍ଗିର ପୁଲିସ ଭୋର ସମୟରେ ୨ଜଣଙ୍କୁ ଗିରଫ କରିିଛି। ଆକ୍ରମଣକାରୀ ଅବିନାଶ ଦଳାଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରାଯାଇଛି ବୋଲି ବଲାଙ୍ଗିର ପୁଲିସ ସୂଚନା ଦେଇଛି। ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଏବେ ବି ଫେରାର ଥିବା ଜଣାପଡ଼ିଛି।