Breaking PLUSଓଡ଼ିଶାମୁଖ୍ୟ ଖବର

ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌

ପୁରୀ: ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌ । ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଜଳିଗଲା ବସ୍‌  । ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଅଚାନକ ଲାଗିଲା ନିଆଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

Show More

Related Articles

Back to top button