Breaking PLUSଦେଶମୁଖ୍ୟ ଖବର
ବିଜେପିରେ ସାମିଲ ହେଲେ ରୂପାଲି ଗାଙ୍ଗୁଲି

ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ତେବେ ରୁପାଲି ‘ଅନୁପମା’ ଭଳି ଅନେକ ସୁପରହିଟ୍ ଧାରାବାହିକରେ ନଜର ଆସିଛନ୍ତି। ୨୦୨୦ରେ ଆରମ୍ଭ ହୋଇଥିବା ‘ଅନୁପମା’ ଆଜି ବି ନମ୍ବର ଓ୍ବାନ୍ ଶୋ’ ହୋଇ ରହିଛି।