Breaking PLUSଦେଶମୁଖ୍ୟ ଖବର

‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ- ରାଜନାଥ ସିଂ

ବ୍ରହ୍ମୋସ ୟୁନିଟ୍‌ ଉଦ୍‌ଘାଟନ ବେଳେ ରାଜନାଥଙ୍କ ବଡ଼ ବୟାନ । ‘ଅପରେସନ ସିନ୍ଦୂର’ କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ । ରାଜନୈତିକ, ସାମାଜିକ, ରଣନୈତିକ ଇଚ୍ଛାଶକ୍ତିର ପ୍ରତୀକ । ଆତଙ୍କବାଦ ବିରୋଧରେ ଦୃଢ଼ ଇଚ୍ଛାଶକ୍ତି, ସାମରିକ ଶକ୍ତିର କ୍ଷମତା  । ଆତଙ୍କବାଦୀ ଓ ସେମାନଙ୍କ ମାଲିକଙ୍କ ଆରପାରି ଭୂମି ସୁରକ୍ଷିତ ନୁହେଁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button