Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ରକ୍ତଛିଟା ପରେ ମହାସ୍ନାନ ନୀତି

ପୁରୀ- ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା। ଏହାପରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରକ୍ତଛିଟା ପଡ଼ିଲେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ। ଶନିବାର ପାଣିଆ ଆପଟ ସେବକ ପଡ଼ିଯିବାରୁ ରକ୍ତଛିଡ଼ା ପଡ଼ିଥିଲା। ଏହା ପରେ ବଡ଼ ମହାସ୍ନାନ ହୋଇଥିଲା। ଏଥିଯୋଗୁ ପ୍ରାୟ ୧ଘଣ୍ଟା ଧରି ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।

Show More

Related Articles

Back to top button