Breaking PLUSଓଡ଼ିଶାମୁଖ୍ୟ ଖବର
ମୁଁ ଦଳରେ ନାହିଁ କହିବା ଏହା ମହା ମିଛ-ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର- ନବୀନ ପଟ୍ଟନାୟକଙ୍କ ବୟାନ ଉପରେ ପ୍ରଭାତ ତ୍ରିପାଠୀ ଜବାବ ରଖିଛନ୍ତି । ‘ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି’ । ଚିଟ୍ଫଣ୍ଡ କେସ୍ ବିଚାରାଧୀନ ଅଛି । ପ୍ରଭାତ ତ୍ରିପାଠୀ ‘୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି’ । ‘ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି’ । ‘ୱାକ୍ଫ ପ୍ରସଙ୍ଗ ଘୋଡ଼ାଇବାକୁ ମୋତେ ଟାର୍ଗେଟ୍ କରାଯାଉଛି’ । ମୁଁ ଦଳରେ ନାହିଁ କହିବା ଏହା ମହା ମିଛ । ‘ମୁଁ ଗତକାଲିଠାରୁ ବିଜୁ ଜନତା ଦଳରେ ନାହିଁ’ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି ।