
ଆଜି ପଦ୍ମପୁର ଉପନିର୍ବାଚନ ଫଳାଫଳ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା , ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ଜଣ ପ୍ରାର୍ଥୀ ଭାଗ୍ୟ ହେବ ନିର୍ଦ୍ଧାରଣ । କିଏ ମାରିବ ବାଜିମାତ୍ । ଏଥିପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି ପ୍ରକ୍ରିୟା ।
ଦଶମ ରାଉଣ୍ଡ
ବର୍ଷା ସିଂ ବରିହା -୫୫୮୫
ପ୍ରଦୀପ ପୁରୋହିତ -୩୬୦୫
ସତ୍ୟଭୂଷଣ ସାହୁ -୧୯୬
ନବମ ରାଉଣ୍ଡ ରେ ବର୍ଷା ସିଂ ବରିହା ୧୯୮୦ ଭୋଟ ରେ ଆଗୁଆ
ସମୁଦାୟ-
ବିଜେଡି -୫୪୧୭୩
ବିଜେପି -୩୪୭୪୮
କଂଗ୍ରେସ -୧୯୯୨
ଦଶମ ରାଉଣ୍ଡ ରେ ୧୯୪୨୫ ଭୋଟ ରେ ବିଜେଡି ଆଗୁଆ