Breaking PLUSଓଡ଼ିଶାମୁଖ୍ୟ ଖବର

ଡଙ୍ଗାରୁ କଏନ ଆଣିବାବେଳେ ବୁଡିଗଲେ ନାବାଳିକା

ମାଲକାନଗିରି : ଡଡଙ୍ଗାରୁ କଏନ ଆଣିବାବେଳେ ବୁଡିଗଲେ ନାବାଳିକା । ପୋଖରୀରେ ବୁଡି ୧୨ ବର୍ଷର ବାଳିକା ମୃତ। ମାଲକାନଗିରି ସଦର ଥାନା ଚମ୍ପାନଗରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନଦୀରେ ଭାସାଯାଇଥିବା ଡଙ୍ଗାରୁ କଏନ ଆଣିବାବେଳେ ବୁଡି ଯାଇଥିଲା।  ମୃତ୍ୟୁ ବରଣ କରିଛନ୍ତି। ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବାଳିକାଟିକୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Show More

Related Articles

Back to top button