Breaking PLUSଓଡ଼ିଶାମୁଖ୍ୟ ଖବର
ନନ୍ଦନକାନନରେ ସିଂହୀ ରେୱାର ମୃତ୍ୟୁ

ଭୁବନେଶ୍ୱର- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ରେୱାର ମୃତ୍ୟୁ ହୋଇଛି । ପ୍ରସବକାଳୀନ ଅସୁସ୍ଥତା କାରଣରୁ ୮ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଗତ ୨୫ରେ ରେୱା ୩ୟ ଥର ପାଇଁ ମାତୃତ୍ୱ ଲାଭ କରିଥିଲା । ନନ୍ଦନକାନନରେ ଏବେ ସିଂହ ସଂଖ୍ୟା ୨୩ରେ ପହଞ୍ଚିଛି ।