Breaking PLUSଓଡ଼ିଶାମୁଖ୍ୟ ଖବର

18 ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର:18 ଜିଲ୍ଲାରେ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ଓଡ଼ିଶାରୁ ଦକ୍ଷିଣ ବିଦର୍ଭ ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ସକ୍ରିୟ ରହିଛି। ଏହି ନିମ୍ନ ଚାପରେଖା ଏବଂ ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟର ଉପସ୍ଥିତି ପ୍ରଭାବରେ ଦେଶର ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ଭାଗ ଯଥା ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ, ବିଦର୍ଭ ଅଞ୍ଚଳ ବାୟୁମଣ୍ଡଳର ନିମ୍ନ ସ୍ତରରେ ପବନର ଏକ ସଙ୍ଗମସ୍ତର ସୃଷ୍ଟି ହେବ। ଏଥିସହ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପ ରେଖା ମଧ୍ୟ ସୃଷ୍ଟି ହେଉଛି। ପ୍ରଭାବରେ ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟର ଅନେକ ଅଞ୍ଚଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

Show More

Related Articles

Back to top button