Breaking PLUSଓଡ଼ିଶାମୁଖ୍ୟ ଖବର
ଚୌଦ୍ବାର ଜେଲରେ ବିଚାରାଧୀନ ବନ୍ଦୀର ମୃତ୍ୟୁ

କଟକ ଚୌଦ୍ଵାର ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଜେଲ୍ ପରିସରରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଟାଙ୍ଗୀ ଜରିପଡ଼ାର ବିଷ୍ଣୁପ୍ରସାଦ ସ୍ଵାଇଁ ଏବଂ ସେ ହତ୍ୟା ମାମଲାରେ ଜେଲରେ ଥିଲେ ବୋଲି ଜଣାପଡ଼ିଛି।