Breaking PLUSଓଡ଼ିଶାମୁଖ୍ୟ ଖବର

ଆସୁଛି ବାତ୍ୟା, ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ବାତ୍ୟା ୟସ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ରାଜ୍ୟ ସରକାର ସଫଳତାର ସହ ବାତ୍ୟା ମୁକାବିଲା କରିଛନ୍ତି ।

ଜାତିସଂଘ ଓ ଅର୍ନ୍ତଜାତୀୟ ଗଣମାଧ୍ୟମରେ ପ୍ରଶଂସା ସାଉଁଟିଛି ଓଡ଼ିଶା । ଏବେ କିନ୍ତୁ କୋଭିଡ ଅଧିକ ଚାଲେଞ୍ଜ ସୃଷ୍ଟି କରିଛି । କରୋନା ସହ ବାତ୍ୟା ମୁକାବିଲା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ।

Show More

Related Articles

Back to top button