Breaking PLUSଓଡ଼ିଶାମୁଖ୍ୟ ଖବର
ଏବର୍ଷ କଲେଜ ନିର୍ବାଚନ

ଭୁବନେଶ୍ୱର, 21 ମେ – କଲେଜ ଇଲେକ୍ସନ୍ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ବଡ଼ ବୟାନ । କହିଲେ, ‘ସରକାର ଚିନ୍ତା କରୁଛନ୍ତି କଲେଜ ଇଲେକ୍ସନ୍ କରିବା ପାଇଁ । କଲେଜ ଇଲେକ୍ସନ୍ ପାଇଁ ଦୁର୍ଗାପୂଜା ପୂର୍ବ ପାଠ୍ୟକ୍ରମ ସାରିବାକୁ ପଡ଼ିବ । ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ କହିସାରିଛନ୍ତି । କଲେଜ ଇଲେକ୍ସନ୍ ପାଇଁ ଆମର ବି ଆଗ୍ରହ ଅଛି ।