Breaking PLUSଓଡ଼ିଶାମୁଖ୍ୟ ଖବର

ମାଟି ତଳୁ ଅର୍ଦ୍ଧ ପୋତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର

କୁଚିଣ୍ଡା: ମାଟି ତଳୁ ଅର୍ଦ୍ଧ ପୋତା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜମନକିରା ଥାନା ନଦୌପଡ଼ା ଆମ୍ବ ବଗିଚାରୁ ଉଦ୍ଧାର ହୋଇଛି । ପରିଚୟ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍ କରୁଛି ।

Show More

Related Articles

Back to top button