Breaking PLUSଦେଶମୁଖ୍ୟ ଖବରରାଜନୀତି

ଖୁବ ଶୀଘ୍ର ବିଜେପିରେ ମିଶିବେ ଚମ୍ପାଇ ସୋରେନ

ନୂଆଦିଲ୍ଲୀ- ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ଚଳିତ ମାସ ୩୦ରେ ବିଜେପିରେ ମିଶିବେ। ସେ ଅମିତ ଶାହାଙ୍କୁ ଭେଯିବା ସହ ମିଶ୍ରଣ ସମ୍ପର୍କରେ ଚୂଡାନ୍ତ ହୋଇଥିବା କହିଛନ୍ତି ବିଜେପି ପାଇଁ ଝାଡଖଣ୍ଡ ନିର୍ବାଚନ ଦାୟିତ୍ଵରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା।

ଗତ ସପ୍ତାହରେ ଚମ୍ପାଇ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ୫ ବିଧାୟକଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ। ଏହି ସମୟରେ ସେ ଦଳରେ ନିଜର ଅସ୍ତିତ୍ଵ ଅନୁଭବ କରିପାରୁନଥିବା କହିଥିଲେ।

Show More

Related Articles

Back to top button