Breaking PLUSଆଇନ କାନୁନଦେଶ ବିଦେଶମୁଖ୍ୟ ଖବରସେଲିବ୍ରିଟି
ଗିରଫ ହୋଇପାରନ୍ତି ବିଗ ବସ ଫେମ୍ ଅଭିନେତ୍ରୀ ସପ୍ନା ଚୌଧୁରୀ

ହରିୟାଣାର ଡ୍ୟାନ୍ସର୍ ଅର୍ଥାତ୍ ବିଗ ବସ ଫେମ୍ ଅଭିନେତ୍ରୀ ସପ୍ନା ଚୌଧୁରୀ ଗିରଫ ହୋଇପାରନ୍ତି। ସପ୍ନା ଚୌଧୁରୀ ଜଣେ ଭଲ ଡ୍ୟାନ୍ସର । ଲକ୍ଷ୍ନୌର ଏସିଜିଏମ କୋର୍ଟ ତାଙ୍କ ବିରୋଧରେ ଏକ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଅର୍ଥ ହେର୍ଫେର୍ ମାମଲାରେ ସୋମବାର ଶୁଣାଣି ହୋଇଥିଲା। ହେଲେ ଅଭିନେତ୍ରୀ ସପ୍ନା ଚୌଧୁରୀ କୋର୍ଟରେ ହାଜର ହୋଇ ନଥିଲେ। ଏହାପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି । ସୂଚନାନୁସାରେ, ଚାରି ବର୍ଷ ପୂର୍ବେ ଡ୍ୟାନ୍ସ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା ଏବଂ ଟିକେଟ ଟଙ୍କା ମଧ୍ୟ ସେ ଫେରସ୍ତ କରି ନଥିଲେ। ଯାହାକୁ ନେଇ ଅଭିଯୋଗ ହୋଇଥିଲା।