Breaking PLUSଓଡ଼ିଶାମୁଖ୍ୟ ଖବର

୩ ବର୍ଷରେ ୫ଲକ୍ଷ ୯୨ ହଜାର ୨୫୭ ଅପରାଧିକ ମାମଲା ରୁଜୁ

ରାଜ୍ୟ ସରକାରଙ୍କ ପକ୍ଷରୁ ବିଗତ ୩ ବର୍ଷରେ ଅପରାଧର ତଥ୍ୟ ପ୍ରଦାନ କରାଯାଇଛି। ରାଜ୍ୟରେ ୩ ବର୍ଷରେ ୫ଲକ୍ଷ ୯୨ ହଜାର ୨୫୭ ଅପରାଧିକ ମାମଲା ପଞ୍ଜୀକରଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୩୯୯୯ ହତ୍ୟା ମାମଲା ରୁଜୁ କରାଯାଇଛି। ସେହିପର ୯୦୬୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ୪୯, ୫୪୯ ଚୋରି ମାମଲା ରୁଜୁ କରାଯାଇଛି। ୧୩୫୨ ଡକାୟତି ଓ ୫୩୪୭ ଦଙ୍ଗା ମାମଲା ରୁଜୁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

Show More

Related Articles

Back to top button