Breaking PLUSଦେଶମୁଖ୍ୟ ଖବର
ବିଜାପୁରରେ ୨୫ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼- ବିଜାପୁରରେ ୨୫ ମାଓବାଦୀଙ୍କ ଆତ୍ମସମର୍ପଣ । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨୫ ହାର୍ଡକୋର ମାଓବାଦୀ । ଏମାନଙ୍କୁ ଧରାଇବାକୁ ଥିଲା ମୋଟ ୨୯ ଲକ୍ଷର ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ୩ ଜଣ ପିଏଲ୍ଜିଏ ସଦସ୍ୟ ।