ମୁଖ୍ୟ ଖବର

୧୦ଟି ମୁଖ୍ୟ କାରଣ ଯୋଗୁଁ ଆମେ ଦୀପାବଳି ପାଳନ କରିଥାଉ । ଆସନ୍ତୁ ଜାଣିବା ।

ଆମେ କାହିଁକି ପାଳନ କରୁ ଦୀପାବଳି ? ଦୈବିକ ଯୁଗ, ବୈଦିକ ଯୁଗ, ତ୍ରେତୟା କିମ୍ବା ଦ୍ୱାପର ଯୁଗ ହେଉ, ପ୍ରତ୍ୟେକ ଯୁଗରେ ଦୀପାବଳିର ଏକ ବିଶେଷ ମହତ୍ତ୍ୱ ରହିଛି ।

ମୁଖ୍ୟତଃ ୧୦ଟି ମୁଖ୍ୟ କାରଣ ଯୋଗୁଁ ଆମେ ଦୀପାବଳି ପାଳନ କରିଥାଉ

. ଦେବୀ ଲକ୍ଷ୍ମୀଙ୍କ ଜନ୍ମଦିନ
. ଲକ୍ଷ୍ମୀଙ୍କ ମୁକ୍ତି ଦିବସ
. ଏହି ଅମାବାସ୍ୟା ଦିନ ଭଗବାନ ମହାବୀର ମୋକ୍ଷ ପ୍ରାପ୍ତି ପାଇଲେ
. ଭଗବାନ କୃଷ୍ଣ ନରକାସୁରକୁ ହତ୍ୟା କରିଥିଲେ
. “କାର୍ତ୍ତିକ ଅମାବାସ୍ୟା” ଦିନ ପାଣ୍ଡବମାନେ ନିର୍ବାସନ ସମାପ୍ତ କରି ଗୃହାଗମନ କରିଥିଲେ

୬. ଏହି ଦିନ, ପ୍ରଭୁ ଶ୍ରୀରାମ ନିର୍ବାସନ ସମାପ୍ତ କରିବା ପରେ ଲକ୍ଷ୍ମଣ ଏବଂ ସୀତାଙ୍କ ସହ ଅଯୋଧ୍ୟାକୁ ଫେରି ଆସିଥିଲେ ଏବଂ ଲଙ୍କାକୁ ପରାସ୍ତ କରିବା ପରେ ଏହି ଖୁସିରେ ଦୀପାବଳି ପାଳନ କରାଯାଇଥିଲା

୭. ବିକ୍ରମାଦିତ୍ୟଙ୍କ ରାଜ୍ୟାଭିଷେକ ହୋଇଥିଲା
. ଦୀପାବଳିର ଦିନ ହେଉଛି ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦିୟାନନ୍ଦଙ୍କ ନିର୍ବାଣ ଦିବସ

୯. ଶିଖ ସମ୍ପ୍ରଦାୟ ପାଇଁ ବିଶେଷ ଦିନ – ତୃତୀୟ ଶିଖ ଗୁରୁ ଅମର ଦାସ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ଦିନ ସମସ୍ତ ଶିଖମାନେ ଗୁରୁ ଗ୍ରହଣ କରିବାକୁ ଏକାଠି ହେବେ ସେହି ଦିନ ଦୀପାବଳି ଏକ ଗୁରୁତ୍ୱପୂର୍ଣ୍ଣ ଶିଖ ପର୍ବ ହେବ। ୧୫୭୭ ମସିହାରେ ଦିୱାଲୀ ଦିନ ଅମୃତସରର ସୁବର୍ଣ୍ଣ ମନ୍ଦିରର ମୂଳଦୁଆ ପକାଯାଇଥିଲା

୧୦. ଷଷ୍ଠ ଶିଖ ଗୁରୁ ହରଗୋବିନ୍ଦଙ୍କୁ ମୁଗଲ ଜାହାଙ୍ଗୀର ବନ୍ଦୀ କରି ନେଇଥିଲେ, ଏହି ଦିନ ଅର୍ଥାତ୍ ଦୀପାବଳି ୧୬୧୯ ମସିହାରେ ୫୨ ରାଜାଙ୍କ ସହ ଗ୍ୱାଲିଅର ଦୁର୍ଗରୁ ମୁକ୍ତ ହୋଇଥିଲେ

Show More

Related Articles

Back to top button