ଜୀବନଚର୍ଯ୍ୟାଦେଶ ବିଦେଶ

ସଫଳତାର ପୁଞ୍ଜି : ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦରକାର , ତେବେ କେବେବି କରନ୍ତୁ ନାହିଁ ଏହି କାମ

ଶାସ୍ତ୍ରରେ କୁହାଯାଇଛି ଯେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସମସ୍ତ ପୀଡ଼ାକୁ ଦୂର କରିଥାଏ l ଭୌତିକ ଜୀବନକୁ ଯଦି ସୁଗମ କରିବାକୁ ଚାହୁଁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ l ସେ ହେଉଛନ୍ତି ଧନର ଦେବୀ ,ଶାସ୍ତ୍ରର ବର୍ଣନା ଅନୁସାରେ ଧନ ଗୋଟିଏ ଏପରି ସାଧନ ଯାହା ଜୀବନକୁ ସବୁ କଠିନତାରୁ ଦୁରେଇ ରଖିଥାଏ

ବିଦ୍ୱାନ ମାନଙ୍କ ମତରେ ବ୍ୟକ୍ତିକୁ ସବୁବେଳେ ସଜାଗ ରହିବା ଆବଶ୍ୟକ ଓ ଧନର ପ୍ରୟୋଗ ଦେଖିଚାହିଁ କରିବା ଆବଶ୍ୟକ l ବିଦ୍ୱାନଙ୍କ ମତରେ ଲକ୍ଷ୍ମୀଙ୍କ ସ୍ଵଭାଵ ଚଞ୍ଚଳ ଅଟେ ,ତେଣୁ ଯଦି ଆପଣ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଅହଂକାର ଠାରୁ ଦୁରେଇ ରହିବା ଆବଶ୍ୟକ l କାରଣ ଖରାପ ସମୟ କେବେବି କହି କି ଆସେନାହିଁ l

* ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ l ଲକ୍ଷ୍ମୀଙ୍କୁ ପରିଶ୍ରମ କରୁଥିବା ବ୍ୟକ୍ତି ପସନ୍ଦ ଆସନ୍ତି l କାରଣ ପରିଶ୍ରମୀ ବ୍ୟକ୍ତି କଦାପି ହରେ ନାହିଁ l ଯେତେ କଠିନ ପରିସ୍ଥିତି ହେଲେ ମଧ୍ୟ ତାର ମୁକାବିଲା କରିଥାଏ l ତେଣୁ ଏଭଳି ବ୍ୟକ୍ତି ପାଖକୁ ମାତା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି ଓ ତାକୁ ଆଶୀର୍ବାଦ ଦେଇଥାନ୍ତି l

* ଶାସ୍ତ୍ରରେ କୁହl ଯାଇଛି ଲୋଭ ସମସ୍ତ ପ୍ରକାରର ଦୁଃଖର କାରଣ ଅଟେ l ଲୋଭରୁ ବ୍ୟକ୍ତିକୁ ମୁକ୍ତ ରହିବା ପାଇଁ ପ୍ରୟାସ କରିବା ଆବଶ୍ୟକ l ଯେଉଁ ବ୍ୟକ୍ତି ଲୋଭରେ ପଡିଥାଏ ସେ ସ୍ୱାର୍ଥପର ହୋଇଯାଏ l ସ୍ୱାର୍ଥ କାରଣରୁ ବ୍ୟକ୍ତି ଭୁଲ କାମ କରିଥାଏ l ତେଣୁ ଏହି ସ୍ଥିତିରୁ ଦୁରେଇ ରହିବା ଆବଶ୍ୟକ l

* କେବେବି ଧନର ଭୁଲ ଉପାୟରେ ପ୍ରୟୋଗ କରିବା ଉଚିତ ନୁହେଁ l ବିଦ୍ୱାନ ମାନଙ୍କ ମତରେ ଯେଉଁ ଲୋକମାନେ ଧନର ପ୍ରୟୋଗ ଅନ୍ୟ ମାନଙ୍କ ଅସୁବିଧା ପାଇଁ କହିଥାନ୍ତି ,ସେମାନଙ୍କ ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି l ଏଭଳି ବ୍ୟକ୍ତିଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ l ସଫଳତାର ପୁଞ୍ଜି :ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଦରକାର ତେବେ କେବେବି କରନ୍ତୁ ନାହିଁ ଏହି କାମ

ଶାସ୍ତ୍ରରେ କୁହାଯାଇଛି ଯେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସମସ୍ତ ପୀଡ଼ାକୁ ଦୂର କରିଥାଏ l ଭୌତିକ ଜୀବନକୁ ଯଦି ସୁଗମ କରିବାକୁ ଚାହୁଁଛନ୍ତି ତେବେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ l ସେ ହେଉଛନ୍ତି ଧନର ଦେବୀ ,ଶାସ୍ତ୍ରର ବର୍ଣନା ଅନୁସାରେ ଧନ ଗୋଟିଏ ଏପରି ସାଧନ ଯାହା ଜୀବନକୁ ସବୁ କଠିନତାରୁ ଦୁରେଇ ରଖିଥାଏ l

ବିଦ୍ୱାନ ମାନଙ୍କ ମତରେ ବ୍ୟକ୍ତିକୁ ସବୁବେଳେ ସଜାଗ ରହିବା ଆବଶ୍ୟକ ଓ ଧନର ପ୍ରୟୋଗ ଦେଖିଚାହିଁ କରିବା ଆବଶ୍ୟକ l ବିଦ୍ୱାନଙ୍କ ମତରେ ଲକ୍ଷ୍ମୀଙ୍କ ସ୍ଵଭାଵ ଚଞ୍ଚଳ ଅଟେ ,ତେଣୁ ଯଦି ଆପଣ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଅହଂକାର ଠାରୁ ଦୁରେଇ ରହିବା ଆବଶ୍ୟକ l କାରଣ ଖରାପ ସମୟ କେବେବି କହି କି ଆସେନାହିଁ l

* ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି କଥାର ଧ୍ୟାନ ରଖିବା ଆବଶ୍ୟକ l ଲକ୍ଷ୍ମୀଙ୍କୁ ପରିଶ୍ରମ କରୁଥିବା ବ୍ୟକ୍ତି ପସନ୍ଦ ଆସନ୍ତି l କାରଣ ପରିଶ୍ରମୀ ବ୍ୟକ୍ତି କଦାପି ହରେ ନାହିଁ l ଯେତେ କଠିନ ପରିସ୍ଥିତି ହେଲେ ମଧ୍ୟ ତାର ମୁକାବିଲା କରିଥାଏ l ତେଣୁ ଏଭଳି ବ୍ୟକ୍ତି ପାଖକୁ ମାତା ଲକ୍ଷ୍ମୀ ଆକର୍ଷିତ ହୋଇଥାନ୍ତି ଓ ତାକୁ ଆଶୀର୍ବାଦ ଦେଇଥାନ୍ତି l

* ଶାସ୍ତ୍ରରେ କୁହl ଯାଇଛି ଲୋଭ ସମସ୍ତ ପ୍ରକାରର ଦୁଃଖର କାରଣ ଅଟେ l ଲୋଭରୁ ବ୍ୟକ୍ତିକୁ ମୁକ୍ତ ରହିବା ପାଇଁ ପ୍ରୟାସ କରିବା ଆବଶ୍ୟକ l ଯେଉଁ ବ୍ୟକ୍ତି ଲୋଭରେ ପଡିଥାଏ ସେ ସ୍ୱାର୍ଥପର ହୋଇଯାଏ l ସ୍ୱାର୍ଥ କାରଣରୁ ବ୍ୟକ୍ତି ଭୁଲ କାମ କରିଥାଏ l ତେଣୁ ଏହି ସ୍ଥିତିରୁ ଦୁରେଇ ରହିବା ଆବଶ୍ୟକ l

* କେବେବି ଧନର ଭୁଲ ଉପାୟରେ ପ୍ରୟୋଗ କରିବା ଉଚିତ ନୁହେଁ l ବିଦ୍ୱାନ ମାନଙ୍କ ମତରେ ଯେଉଁ ଲୋକମାନେ ଧନର ପ୍ରୟୋଗ ଅନ୍ୟ ମାନଙ୍କ ଅସୁବିଧା ପାଇଁ କହିଥାନ୍ତି ,ସେମାନଙ୍କ ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି l ଏଭଳି ବ୍ୟକ୍ତିଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ l

Show More

Related Articles

Back to top button