Breaking PLUSଓଡ଼ିଶାମୁଖ୍ୟ ଖବର

ବୁର୍ଲା ଭିସୁଟ୍ ସଟ୍ ଡାଉନ ଘୋଷଣାକଲା ପ୍ରଶାସନ

ବୁର୍ଲା ଭିସୁଟ୍ ରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି ।

ବୁର୍ଲା ଭିସୁଟ୍ ରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି ।

ଭିସୁଟ୍‌ର ହ ଷ୍ଟେଲଗୁଡିକୁ କନଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । ଛାତ୍ରଛାତ୍ରୀମାନଙ୍କୁ ରୁମାରୁ ନ ବାହାରିବାକୁବ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କର ଆବଶ୍ୟ କତା ଜିନିଷ ସେମାନଙ୍କ ନିକଟରେ ପହଞ୍ଚାଇବାକୁ ବ୍ୟବସ୍ଥା ହୋଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା କିଛି ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି କୁଳପତି ।
ଆଉ କିଛି ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଘରକୁ ଫେରି ସେଠାରେ ଚିକିତ୍ସା ହେଉଛନ୍ତି ।

Show More

Related Articles

Back to top button