ଓଡ଼ିଶାକାଳିପୂଜାପୂଜା ପାର୍ବଣଭକ୍ତିମୁଖ୍ୟ ଖବର

କଟକରେ କାଳୀ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି

ଟକ: ରାତି ପହିଲେ କଟକରେ କାଳୀପୂଜା। ଶ୍ରଦ୍ଧା ଓ ଭକ୍ତିମୟ ହୋଇ ଉଠିବ ଐତିହାସିକ କଟକ ମହାନଗର। ଚାରିଆଡେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବ। ବିଭିନ୍ନ ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଁଚିଛି। ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା’ କାଳୀଙ୍କୁ ପୂଜା କରାଯିବା। କାଳୀପୂଜା ଅବସରରେ ଦୁଇ ଦିନ ଧରି ସାଂସ୍କୃତକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ। ତେବେ ଦୁଇ ବର୍ଷ ଧରି କଟକରେ ଯାକ ଯମକରେ ହୋଇ ପାରି ନଥିଲା କାଳୀପୂଜା। ଲୋକମାନେ ଘରେ ରହି ମା’ଙ୍କ ପୂଜାକୁ ଟିଭି ମାଧ୍ୟମରେ କରିଥିଲେ ଦର୍ଶନ। ତେବେ ଚଳିତବର୍ଷ କୋଭିଡ ମହାମାରୀକୁ ବିଦାୟ ଦେଇ ମା’ଙ୍କୁ ପାଖରୁ ଦେଖିବେ କଟକିଆ। ତେବେ ମା’ଙ୍କ କାଲି ପୂଜା ଆରମ୍ଭ ହେବ। ଓ ଆସନ୍ତା ୨୮ ତାରିଖରେ ଦେବୀଗଡାରେ ମା’ ନେବେ ମେଲାଣି।

Show More

Related Articles

Back to top button