ଜୀବନଚର୍ଯ୍ୟାଦେଶ ବିଦେଶ

ବାସ୍ତୁଶାସ୍ତ୍ରରେ ପ୍ରେମ ସପ୍ତାହରେ ନିଜ ଯୋଡ଼ିଙ୍କ ସହିତ କିପରି ହେବ ଆପଣଙ୍କ ପ୍ରେମ ନିବିଡ

ଆସନ୍ତୁ ଜାଣିବା-

ଏମିତିରେ ଦେଖିବାକୁ ଗଲେ ପ୍ରେମୀ ଯୁଗଳଙ୍କୁ ପାଇଁ ଭାଲେଟିଂଡେ ଉପଲବ୍ଧ ହୋଇଥାଏ l ଯାହା ପ୍ରତେକ ବର୍ଷ ଫେବୃଆରୀ ୧୪ ତାରିଖ ଦିନ ପାଳନ ହୁଏ ,କିନ୍ତୁ ଏହାର ଆରମ୍ଭ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଥାଏ l ଅଧିକାଂଶ ସମୟ ଏପରି ଦେଖା ଯାଇଥାଏ ଯେ ପ୍ରେମୀ ନଯୁଗଳଙ୍କ ମଧ୍ୟରେ ସବୁକିଛି ଠିକ ଥାଇ ମଧ୍ୟ ବେଳେ ବେଳେ କିଛିଟା ଖରାପ ପରିସ୍ଥିତି ଉପୁଜିଥାଏ l ଆଜି ଆମେ ଆପଣଙ୍କୁ ବାସ୍ତୁଶାସ୍ତ୍ରରେ ଏପରି କିଛି କହିବାକୁ ଯାଉଛୁ ଯାହା ଆପଣଙ୍କର ଜୀବନରେ ପ୍ରେମ ଭାରି ଦେବ l

* ଆପଣଙ୍କ ଘରର ସବୁଠୁ ମୂଲ୍ୟବାନ ଜଗତି ହେଉଛି ମୁଖ୍ୟ ଦ୍ୱାର l ବାସ୍ତୁଶାସ୍ତ୍ର ଅନୁସାରେ ଏହି ବାଟେ ଆପଣଙ୍କ ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ l ଏହି ସ୍ଥାନଟି ସର୍ବଦା ସଫା ସୁତୁରା ରହିବ ବଶ୍ୟକ l ଯଦି ଏହି ସ୍ଥାନଟି ଆସନ ରହିବ ତେବେ ଆପଣଙ୍କ ଭିତରେ ନକାରାତ୍ମକ ଶକ୍ତି ଉପୁଜିବ ଯାହା ଦ୍ୱାରା ଆପଣଙ୍କ ଯୋଡି ସର୍ବଦା ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିବେ l

* କିଛି ଲୋକ ଭାବିଥାନ୍ତି ଆମେ ଏକୁଟିଆ ରହୁଛୁ ତେଣୁ ଆମର ଶୋଇବା କୋଠରୀ ଯେମିତି ହେଲେ ଚାଲିବ ,କିନ୍ତୁ ଏହା ଭୁଲ୍ ଅଟେ l ଏପରି ହେବ ଦ୍ୱାରା ଆପଣଙ୍କୁ ଲାଗିବ ଯେପରି ଆପଣ ଥକାପଣ ଅନୁଭବ କରୁଛନ୍ତି ଓ ଆପଣଙ୍କ ଜୀବନରେ କେହିବି ଯୋଡି ଆସିବାର ସମ୍ଭାବନା ଦୁରେଇ ଯାଇ ପରେ l ବାସ୍ତୁଶାସ୍ତ୍ରରେ ସର୍ବଦା ନିଜର ଶୋଇବା ଘରକୁ ସଫାସୁତୁରା ରଖିବା ଆବଶ୍ୟକ l

* ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଯେତେବେଳେ ବି ନିଜ ଯୋଡ଼ିଙ୍କ ସହିତ ଏକ ସହିତ ବସି ଖାଉଛନ୍ତି ତେବେ ଦକ୍ଷିଣ ପଶ୍ଚିମ କୋଣଟି ମହତ୍ୱ ପୂର୍ଣ୍ଣ ଅଟେ l କାରଣ ଏହା ଆପଣଙ୍କ ମନରେ ସକାରାତ୍ମକ ମନଭାବ ଜାଗ୍ରତ କରିବ ଓ ମନରୁ ନକାରାତ୍ମକ ଭାବନା ଦୁରେଇ ଯିବ l

Show More

Related Articles

Back to top button