ଓଡ଼ିଶାସେଲିବ୍ରିଟି

ଉଷସୀ ମିଶ୍ର କୋଭିଡ୍-୧୯ ପଜିଟିଭ

ଓଲିଉଡ଼ ଅଭିନେତ୍ରୀ ଉଷସୀ ମିଶ୍ର କୋଭିଡ୍-୧୯ ପଜିଟିଭ ।

ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଷସୀ କହିଛନ୍ତି, ଜ୍ୱର ହେବା ପରେ ସେ ଆରଟିପିସିଆର ପରୀକ୍ଷା ପାଇଁ ଯାଇଥିଲେ । ମଙ୍ଗଳବାର ରିପୋର୍ଟ ପାଇବା ପରେ ସେ ପଜିଟିଭ ଥିବା ଜାଣିଥିଲେ ।

ଗତ ୧୦ଦିନ ମଧ୍ୟରେ ତାଙ୍କ ସହ ଯୋଗାଯୋଗ କରିଥିବା ଲୋକମାନେ ନିଜକୁ ଯାଞ୍ଚ କରିବା ପାଇଁ ଅନୁରୋଧ କରିଥିଲେ ଉଷସୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତେ ନିଜ ନିଜର ଯତ୍ନ ନିଅ ଏବଂ ମୁଁ ମୋର ଯତ୍ନ ନେବି ।

Show More

Related Articles

Back to top button