Breaking PLUSଦେଶ ବିଦେଶମୁଖ୍ୟ ଖବର

ରକ୍ତମୁଖା ହେଲା ମାଓବାଦୀ, ପୋଲିସ୍ ଇନର୍ଫମର ସନ୍ଦେହରେ ୨ ଛାତ୍ରଙ୍କୁ ବୀଭତ୍ସ ଭାବେ ହତ୍ୟା

ପୋଲିସ୍ ଇନର୍ଫମର ସନ୍ଦେହରେ ୨ ଛାତ୍ରଙ୍କ ଗଳା କାଟି ଜଙ୍ଗଲରେ ଫୋପାଡ଼ି ଦେଲେ ମାଓବାଦୀ । ଏଭଳି ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଚଂଳରେ ।

ପୋଲିସ୍ ଇନର୍ଫମର ସନ୍ଦେହରେ ୨ ଛାତ୍ରଙ୍କ ଗଳା କାଟି ଜଙ୍ଗଲରେ ଫୋପାଡ଼ି ଦେଲେ ମାଓବାଦୀ । ଏଭଳି ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଚଂଳରେ । ମାଓବାଦୀମାନେ ଦୁଇଜଣ ଛାତ୍ରଙ୍କୁ ପୋଲିସ୍ ଇନର୍ଫମର ଭାବି ନିକଟରେ ଥିବା ମିଲପାଳି ଜଙ୍ଗଲରେ ବାଭତ୍ସ ଭାବେ ହତ୍ୟା କରି ଫୋପାଡ଼ି ଦେଇଛନ୍ତି । ଏନେଇ ସୁଚନା ଦେଇଛନ୍ତି ସୁକମା ଏସପି ତେବେ ଏଖବର ଜାଣିବା ପରେ ସ୍ଥାନୀୟ ଅଚଂଳରେ ଭୟର ବାତାବରଣ ସୃଷ୍ଟି ହୋଇଛି

Show More

Related Articles

Back to top button