ସ୍ୱାସ୍ଥ୍ୟ

ନିଜକୁ ସୁସ୍ଥ ରଖିବା ପାଇଁ : ଖାଦ୍ୟ ଓ ବ୍ୟାୟାମ ସହିତ ମାନସିକ ପରିବର୍ତନ ମଧ୍ୟ ଆବଶ୍ୟକ

ଆସନ୍ତୁ ଜାଣିବା କିପରି-

ସୁସ୍ଥ ରହିବା ପାଇଁ ସମସ୍ତେ ଇଛା କରିଥାନ୍ତି l ସେଥିପାଇଁ କୌଣସି ଖାଦ୍ୟ ପଦାର୍ଥ ସହିତ ଆପଣଙ୍କୁ ନିଜ ଭିତରେ କିଛିଟା ଭଲ ସ୍ଵଭାଵ ମଧ୍ୟ ରଖିବା ଆବଶ୍ୟକ l ସେଥି ମଧ୍ୟରୁ ଗୋଟିଏ ହେଲା ଇର୍ଷା l ଇର୍ଷା ଆମ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ ,ତେଣୁ ଯଦି ଆପଣଙ୍କ ଭିତରେ ଇର୍ଷା ରହିଛି ତେବେ ତାହାକୁ ବଦଳାଇବାକୁ ଚେଷ୍ଟା କରନ୍ତୁ l

ଶରୀରକୁ ଅସୁସ୍ଥ କରନ୍ତୁ ନାହିଁ –

ବେଳେବେଳେ ମଣିଷ ବୁଝି ପରି ନଥାଏ କି ତାର ଶରୀର ବାରମ୍ବାର କଣ ପାଇଁ ଖରାପ ହେଉଛି l ଯଦି ସାମାନ୍ୟ ଗଭୀରତାକୁ ଯାଇ ଦେଖିବା ତେବେ ଏହି ବିଷୟରେ ଜାଣି ପାରିବା l

* ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଉପାୟକୁ ଅବଲମ୍ବନ କରିଥାନ୍ତି l ନିଜର ଖାଇବା ପିଇବା ଠିକ ରଖିବା ସହିତ ବ୍ୟାୟାମ ,ଯୋଗାସନ ଇତ୍ୟାଦି ମଧ୍ୟ କରିଥାନ୍ତି l କିନ୍ତୁ ଅସୁସ୍ଥ ମଧ୍ୟ ରହିଥାନ୍ତି l କାରଣ ସେମାନଙ୍କ ମନରେ ଚିନ୍ତା ସହିତ ଇର୍ଷା ମଧ୍ୟ ରହିଥାଏ l ଯାହା ସେମାନଙ୍କୁ ଭିତରୁ ରୋଗଗ୍ରସ୍ତ କରିଦିଏ l

* ଚିନ୍ତାରେ ରହୁଥିବା ବ୍ୟକ୍ତି ଓ ଇର୍ଷା କରୁଥିବା ବ୍ୟକ୍ତି ସର୍ବଦା ନକାରାତ୍ମକ ଭାବନାରେ ରହିଥାନ୍ତି l ସେମାନେ ସର୍ବଦା ମୁଣ୍ଡରେ କିଛି ନ କିଛି କଥାକୁ ପୁରାଇ ଚିନ୍ତାଗ୍ରସ୍ତ ହୋଇଥାନ୍ତି l ଆମେ କାହା ପ୍ରତି ଇର୍ଷା ଭାବି ରଖି ନିଜକୁ କଷ୍ଟ ଦେବା ଆବଶ୍ୟକ ନୁହେଁ l କାରଣ ମଣିଷ କର୍ମ ଅନୁସାରେ ଫଳ ପ୍ରାପ୍ତି କରିଥାଏ l

* ଆମେ ଯେତେଦିନ ଏହି ପୃଥିବୀରେ ରହିଛେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ମନକୁ ସୁସ୍ଥ ରଖିବା ଆବଶ୍ୟକ l ଆମେ ଯଦି ମନକୁ ସୁସ୍ଥ ନରଖିବା ତେବେ ହସିବା ଚଡି ଦେବା l ସୁସ୍ଥ ରହିବ ପାଇଁ ହସିବା ନିହାତି ଆବଶ୍ୟକ l

* ଅନ୍ୟର ସଫଳତା ଓ ଖୁସି ଦେଖି ଚିଡ଼ିବା ବଦଳରେ ସେଥିରେ ସାମିଲ ହେବାକୁ ଚେଷ୍ଟା କରିବା ଆବଶ୍ୟକ l ଯଦି ଇର୍ଷା ଆପଣଙ୍କ ମନରେ ବସା ବାନ୍ଧିଯିବ ତେବେ ଆପଣଙ୍କ ଭିତରୁ ସକାରାତ୍ମକ ସ୍ଥିତି ଦୁରେଇ ଯିବ l

* ଚିନ୍ତା ଗ୍ରସ୍ତ ରହିବା ଦ୍ୱାରା ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇବ l ସବୁବେଳେ ଅନ୍ୟକୁ ପ୍ରଶଂସା କରନ୍ତୁ l ଯେତେବେଳେ ଆପଣ କାହା ସହିତ ମିସୁଛନ୍ତି ତାର ଭଲ ଗୁଣକୁ ଦେଖନ୍ତୁ ଓ ତାର ପ୍ରଶଂସା କରନ୍ତୁ l ଦୁନିଆରେ ପ୍ରତେକଟି ମଣିଷ ମୃତ୍ୟୁ ପରେ ଗୋଟିଏ ସ୍ଥାନକୁ ଯାଇଥାନ୍ତି l ତେଣୁ ଇର୍ଷା ତ୍ୟାଗ କରି ଚିନ୍ତା ଶୂନ୍ୟ ହୋଇ ଗୋଟିଏ ସୁନ୍ଦର ଜୀବନ ବଞ୍ଚନ୍ତୁ l ନିଜକୁ ସୁସ୍ଥ ରଖିବା ପାଇଁ : ଖାଦ୍ୟ ଓ ବ୍ୟାୟାମ ସହିତ ମାନସିକ ପରିବର୍ତନ ମଧ୍ୟ ଆବଶ୍ୟକ ,ଆସନ୍ତୁ ଜାଣିବା କିପରି

ସୁସ୍ଥ ରହିବା ପାଇଁ ସମସ୍ତେ ଇଛା କରିଥାନ୍ତି l ସେଥିପାଇଁ କୌଣସି ଖାଦ୍ୟ ପଦାର୍ଥ ସହିତ ଆପଣଙ୍କୁ ନିଜ ଭିତରେ କିଛିଟା ଭଲ ସ୍ଵଭାଵ ମଧ୍ୟ ରଖିବା ଆବଶ୍ୟକ l ସେଥି ମଧ୍ୟରୁ ଗୋଟିଏ ହେଲା ଇର୍ଷା l ଇର୍ଷା ଆମ ଶରୀର ଉପରେ ଅନେକ ପ୍ରଭାବ ପକାଇଥାଏ ,ତେଣୁ ଯଦି ଆପଣଙ୍କ ଭିତରେ ଇର୍ଷା ରହିଛି ତେବେ ତାହାକୁ ବଦଳାଇବାକୁ ଚେଷ୍ଟା କରନ୍ତୁ l

ଶରୀରକୁ ଅସୁସ୍ଥ କରନ୍ତୁ ନାହିଁ –

ବେଳେବେଳେ ମଣିଷ ବୁଝି ପରି ନଥାଏ କି ତାର ଶରୀର ବାରମ୍ବାର କଣ ପାଇଁ ଖରାପ ହେଉଛି l ଯଦି ସାମାନ୍ୟ ଗଭୀରତାକୁ ଯାଇ ଦେଖିବା ତେବେ ଏହି ବିଷୟରେ ଜାଣି ପାରିବା l

* ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଉପାୟକୁ ଅବଲମ୍ବନ କରିଥାନ୍ତି l ନିଜର ଖାଇବା ପିଇବା ଠିକ ରଖିବା ସହିତ ବ୍ୟାୟାମ ,ଯୋଗାସନ ଇତ୍ୟାଦି ମଧ୍ୟ କରିଥାନ୍ତି l କିନ୍ତୁ ଅସୁସ୍ଥ ମଧ୍ୟ ରହିଥାନ୍ତି l କାରଣ ସେମାନଙ୍କ ମନରେ ଚିନ୍ତା ସହିତ ଇର୍ଷା ମଧ୍ୟ ରହିଥାଏ l ଯାହା ସେମାନଙ୍କୁ ଭିତରୁ ରୋଗଗ୍ରସ୍ତ କରିଦିଏ l

* ଚିନ୍ତାରେ ରହୁଥିବା ବ୍ୟକ୍ତି ଓ ଇର୍ଷା କରୁଥିବା ବ୍ୟକ୍ତି ସର୍ବଦା ନକାରାତ୍ମକ ଭାବନାରେ ରହିଥାନ୍ତି l ସେମାନେ ସର୍ବଦା ମୁଣ୍ଡରେ କିଛି ନ କିଛି କଥାକୁ ପୁରାଇ ଚିନ୍ତାଗ୍ରସ୍ତ ହୋଇଥାନ୍ତି l ଆମେ କାହା ପ୍ରତି ଇର୍ଷା ଭାବି ରଖି ନିଜକୁ କଷ୍ଟ ଦେବା ଆବଶ୍ୟକ ନୁହେଁ l କାରଣ ମଣିଷ କର୍ମ ଅନୁସାରେ ଫଳ ପ୍ରାପ୍ତି କରିଥାଏ l

* ଆମେ ଯେତେଦିନ ଏହି ପୃଥିବୀରେ ରହିଛେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ମନକୁ ସୁସ୍ଥ ରଖିବା ଆବଶ୍ୟକ l ଆମେ ଯଦି ମନକୁ ସୁସ୍ଥ ନରଖିବା ତେବେ ହସିବା ଚଡି ଦେବା l ସୁସ୍ଥ ରହିବ ପାଇଁ ହସିବା ନିହାତି ଆବଶ୍ୟକ l

* ଅନ୍ୟର ସଫଳତା ଓ ଖୁସି ଦେଖି ଚିଡ଼ିବା ବଦଳରେ ସେଥିରେ ସାମିଲ ହେବାକୁ ଚେଷ୍ଟା କରିବା ଆବଶ୍ୟକ l ଯଦି ଇର୍ଷା ଆପଣଙ୍କ ମନରେ ବସା ବାନ୍ଧିଯିବ ତେବେ ଆପଣଙ୍କ ଭିତରୁ ସକାରାତ୍ମକ ସ୍ଥିତି ଦୁରେଇ ଯିବ l

* ଚିନ୍ତା ଗ୍ରସ୍ତ ରହିବା ଦ୍ୱାରା ଆପଣଙ୍କ ସୌନ୍ଦର୍ଯ୍ୟ ମଧ୍ୟ ହ୍ରାସ ପାଇବ l ସବୁବେଳେ ଅନ୍ୟକୁ ପ୍ରଶଂସା କରନ୍ତୁ l ଯେତେବେଳେ ଆପଣ କାହା ସହିତ ମିସୁଛନ୍ତି ତାର ଭଲ ଗୁଣକୁ ଦେଖନ୍ତୁ ଓ ତାର ପ୍ରଶଂସା କରନ୍ତୁ l ଦୁନିଆରେ ପ୍ରତେକଟି ମଣିଷ ମୃତ୍ୟୁ ପରେ ଗୋଟିଏ ସ୍ଥାନକୁ ଯାଇଥାନ୍ତି l ତେଣୁ ଇର୍ଷା ତ୍ୟାଗ କରି ଚିନ୍ତା ଶୂନ୍ୟ ହୋଇ ଗୋଟିଏ ସୁନ୍ଦର ଜୀବନ ବଞ୍ଚନ୍ତୁ l

Show More

Related Articles

Back to top button