Breaking PLUS

କାର ଦୁର୍ଘଟଣାରେ ଟାଇଗର ଉଡ୍‌ସ ଗୁରୁତର

ଗଲ୍ଫ କିଙ୍ଗ ଟାଇଗର ଉଡ୍‌ସ ଦୁର୍ଘଟଣାରେ ଆହତ । ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟାଇଗର ଉଡ୍‌ସଙ୍କ ଦୁଇଟିଯାକ ଗୋଡ଼ରେ ଆଘାତ ଲାଗିଛି । ଦୁର୍ଘଟଣାରେ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି କାର୍ । ଆହତ ହୋଇଥିଲେ ବି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଟାଉଗର୍ ଉଡସ । ତାଙ୍କ ଗୋଡ଼ରେ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି ।

ଲସ ଆଞ୍ଜେଲ୍ସରେ ଟାଇଗର ନିଜ କାର୍‌ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ କାର୍ ମଧ୍ୟରେ ହିଁ ଟାଇଗର ଫସି ରହିଥିଲେ । ଉଦ୍ଧାରକାରୀ ଟିମ୍ ପହଞ୍ଚି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

କୁହାଯାଉଛି, ଗାଡ଼ିର ସ୍ପିଡ ଅଧିକ ଥିବାରୁ ଦୁର୍ଘଟଣା ଘଟିଲା । ସେ କୌଣସି ନିଶା ସେବନ କରି ନଥିବା ଜଣେ ସୁରକ୍ଷାକର୍ମୀ କହିଛନ୍ତି । ବିଶ୍ୱର ସବୁଠୁ ସଫଳତମ ଗଲ୍ଫ ଖେଳାଳି ହେଉଛନ୍ତି ଟାଇଗର ଉଡସ । ୧୫ଟି ଗଲ୍ଫ ଚାମ୍ପିୟନସିପ୍ ଜିତିଛନ୍ତି ।

One small study did find that Viagra might help address low libido in females when the issue results from taking certain antidepressants: selective serotonin reuptake inhibitors or serotonin-norepinephrine reuptake inhibitors. cialis 20mg price in malaysia A number of other medications may boost low sexual desire by targeting the cause.

Show More

Related Articles

Back to top button