Breaking PLUSଓଡ଼ିଶାମୁଖ୍ୟ ଖବର

ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି। ଏ ନେଇ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି। ଏ ନେଇ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। ତେବେ ଜାଣନ୍ତୁ କାହାକୁ କେଉଁଠି ପୋଷ୍ଟିଂ
ମଧୁସୂଦନ ନାୟକ, ତହସିଲଦାର, ମହାଙ୍ଗାଙ୍କୁ ଡେପୁଟି କଲେକ୍ଟର କଲେକ୍ଟୋରେଟ, ଜଗତସିଂହପୁର
ତାପସ କୁମାର ସେଠୀ, ଡେପୁଟି କଲେକ୍ଟର, କଲେକ୍ଟୋର, ବାଲେଶ୍ୱରଙ୍କୁ ବିଡିଓ ସୁକିନ୍ଦା
ଅଦୈତ କୁମାର ସ୍ୱାଇଁ, ତହସିଲଦାର, ଦିଗପହଣ୍ଡିଙ୍କୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ ଗୃହ ଏବଂ ସହରୀ ବିକାଶ ବିଭାଗର ଦାୟୀତ୍ତ୍ୱ
ସିପକ କୁମାର ପାତ୍ର, ତହସିଲଦାର ବ୍ରହ୍ମପୁରଙ୍କୁ ତହସିଲଦାର, ଦିଗପହଣ୍ଡି
ସରୋଜକାନ୍ତ ନାୟକ, ଡେପୁଟି କଲେକ୍ଟର, କଲେକ୍ଟୋରେଟ, ମୟୁରଭଞ୍ଜଙ୍କୁ ତହସିଲଦାର, ଭଣ୍ଡାରିପୋଖରୀ
ରବୀନ୍ଦ୍ର କୁମାର ମିଶ୍ର, ତହସିଲଦାର, ସୋରଡା – ତହସିଲଦାର, ବ୍ରହ୍ମପୁର
ସୁଶ୍ରୀ ପ୍ରଧାନ, ଡେପୁଟି କଲେକ୍ଟର, କଲେକ୍ଟୋରେଟ୍, କଳାହାଣ୍ଡିଙ୍କୁ ତହସିଲଦାର, ମାର୍ଶାଘାଇ
ଡଃ ନିରଂଜନ ସାହୁ, ତହସିଲଦାର, ମାର୍ଶାଘାଇଙ୍କୁ ତହସିଲଦାର, ଛତ୍ରପୁର
ବିଜ୍ଞାନ୍ କୁମ୍ଭାର ତହସିଲଦାର, ବିରମରାଜପୁରଙ୍କୁ ଡେପୁଟି କଲେକ୍ଟର କଲେକ୍ଟୋରେଟ୍, କଳାହାଣ୍ଡି
ଖଗେଶ୍ୱର ପାତ୍ର ଏକ୍ସ-ବିଡିଓ, କଙ୍କଡାହାଡ଼ – ତହସିଲଦାର, ବିରମହାରାଜପୁର
ଆର୍ତ୍ତତ୍ରାଣ ଥାଟି, ଡେପୁଟି କଲେକ୍ଟର, କଲେକ୍ଟରେଟ୍, ବାଲାଙ୍ଗୀର ତହସିଲଦାର, ବିଜେପୁର
ଅଶ୍ୱିନୀ କୁମାର ଦାସ ତହସିଲଦାର, ବିଜେପୁର – ଡେପୁଟି କଲେକ୍ଟର କଲେକ୍ଟୋରେଟ୍, ବରଗଡ଼
ଯଶୋବନ୍ତ ବେହେରା, ଜୋନ୍ ଅଫିସର, SIP, ବାରିପଦା – ବିଡିଓ ସାମଖୁଣ୍ଟା
ଶିବବ୍ରତ ତ୍ରିପାଠୀ ଆସଷ୍ଟାଣ୍ଟ କଲେକ୍ଟର, କଲେକ୍ଟୋରେଟ୍, କେନ୍ଦୁଝର – ଡେପୁଟି କଲେକ୍ଟର କଲେକ୍ଟେରେଟ୍, କେନ୍ଦୁଝର
ସୁବ୍ରତ ରାମଅଭିରାମ ଶତପଥି ଆସିଷ୍ଟାଣ୍ଚ କଲେକ୍ଟରେଟ୍, ଖୋର୍ଦ୍ଧା – ଡେପୁଟି କଲେକ୍ଟର କଲେକ୍ଟରେଟ୍, ଖୋର୍ଦ୍ଧା
ପବିତ୍ର କୁମାର ସାମଲ ସବ-ରେଜିଷ୍ଟ୍ରାର, ଭୁବନେଶ୍ୱର (HQ) – ଜିଲ୍ଲା ସବ-ରେଜିଷ୍ଟ୍ରାର ଖୋର୍ଦ୍ଧା
ସ୍ମୃତି ରଂଜନ ମଲ୍ଲିକ, ଏକ୍ସ-ବିଡିଓ, ବେତନଟି – ତହସିଲଦାର, ଜଳେଶ୍ୱର
ଆକାଂକ୍ଷା ଅଭିଜିତା, LRO, ଏଡିଏମ୍, ଭୁବନେଶ୍ୱର କାର୍ଯ୍ୟାଳୟ – ଅଣ୍ଡର ସେକ୍ରେଟାରୀ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ
ତ୍ରିଷ୍ଣା ବିଶ୍ୱାଳ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ – ଅଣ୍ଡର ସେକ୍ରେଟାରୀଙ୍କୁ ଅଣ୍ଡର ସେକ୍ରେଟାରୀ, I& PR
ଭାବେ ନିଯୁକ୍ତି ମିଳିଛି।

Show More

Related Articles

Back to top button