Breaking PLUSଓଡ଼ିଶାମୁଖ୍ୟ ଖବର
ଅକ୍ଟୋବର ମାସର ପ୍ରତି ଶନିବାର ଦିନ ବନ୍ଦ ରହିବ ଓଡିଶା ହାଇକୋର୍ଟ
ଅକ୍ଟୋବର ମାସର ପ୍ରତ୍ୟେକ ଶନିବାର ଦିନ କୋର୍ଟ ବନ୍ଦ ରହିବ । ନଭେମ୍ବର 20ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ଭର୍ଚୁଆଲ୍ ମୋଡ୍ରେ ଚାଲିବ । ବର୍ତ୍ତମାନ କୋର୍ଟ କାର୍ଯ୍ୟ ଯେପରି ଚାଲିଛି ସେହି ଧାରାରେ କାର୍ଯ୍ୟ ଜାରି ରହିବ

ଅକ୍ଟୋବର ମାସର ପ୍ରତ୍ୟେକ ଶନିବାର ଦିନ କୋର୍ଟ ବନ୍ଦ ରହିବ । ନଭେମ୍ବର 20ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ ଭର୍ଚୁଆଲ୍ ମୋଡ୍ରେ ଚାଲିବ । ବର୍ତ୍ତମାନ କୋର୍ଟ କାର୍ଯ୍ୟ ଯେପରି ଚାଲିଛି ସେହି ଧାରାରେ କାର୍ଯ୍ୟ ଜାରି ରହିବ । ଅଗଷ୍ଟ 21 ଅର୍ଡର ଅନୁସାରେ ହାଇକୋର୍ଟ, ଟ୍ରିବ୍ୟୁନାଲ୍, ନିମ୍ନ ଅଦାଲତ ଚାଲିବ ।ହାଇକୋର୍ଟ, ଟ୍ରିବ୍ୟୁନାଲ୍, ନିମ୍ନ ଅଦାଲତ ଅକ୍ଟୋବର ପ୍ରତି ଶନିବାର ବନ୍ଦ ରହିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ଅଫିସ୍ ଅର୍ଡର ପ୍ରକାଶ ପାଇଛି ।