Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ବର୍ଷ ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଚଳିତ ବର୍ଷ ଶୀଘ୍ର ଆସିବ ମୌସୁମି । ଆସନ୍ତା ଜୁନ୍ ୧୦ ରେ ଓଡ଼ିଶା ଛୁଇଁବ ଚଳିତ ବର୍ଷର ପ୍ରଥମ ମୌସୁମି ଜଳବାୟୁ । ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କେରଳ ଛୁଇଁବା ସ୍ୱାଭାବିକ ସମୟ ଜୁନ ୧ ତାରିଖ । ଏଥର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ମେ ୩୧ ତାରିଖରେ ଛୁଇଁବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ବର୍ତମାନ ବି କିଛି ସ୍ଥାନରେ କାଳବୈଶାଖୀ ଜାରି ରହିଥିବା ବେଳେ ଜୁନ୍ ମାସରେ ମୌସୁମି ଆଗମନ କୁ ଆଶ୍ୱସ୍ଥ ହୋଇଛି ଚାଷୀ କୂଳ । ମୌସୁମି ବାୟୁ ବଙ୍ଗୋବସାଗର ମୁହାଁ ହେବା ପରେ ଉତ୍ର ପଶ୍ଚିମ ରାଜ୍ୟ ଗୁଡିକୁ ଗତି କରିଥାଏ ।

ସବୁ ବର୍ଷ ଜୁନ୍ ମାସର ମଧ୍ୟ ଭାଗରୁ ଶେଷ ଭାଗ ଆଡେ ମୌସୁମି ଆଗମନ ହେଉଥିବା ବେଳେ ଚଳିତ ବର୍ଷ ଶୀଘ୍ର ଆସିବାକୁ ଯାଉଛି ମୌସୁମି ବର୍ଷା ।

Show More

Related Articles

Back to top button