Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତା ନଭେମ୍ବର ୩୦ରେ ପଡିବ ଚଳିତବର୍ଷର ଶେଷ ଚନ୍ଦ୍ରଗହଣ

ଆସନ୍ତା ନଭେମ୍ବର ୩୦ରେ ପଡିବ ଚଳିତବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ । ଏହା ସୂର୍ଯ୍ୟ, ଚନ୍ଦ୍ର ଓପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ଏହା ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ ବୋଲି ସୂଚନା ଦେଇ ସାରିଲେଣି ।

ଆସନ୍ତା ନଭେମ୍ବର ୩୦ରେ ପଡିବ ଚଳିତବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ । ଏହା ସୂର୍ଯ୍ୟ, ଚନ୍ଦ୍ର ଓପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ବିଶ୍ୱର ଅନେକ ଦେଶର ବୈଜ୍ଞାନିକ ଏହା ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବ ବୋଲି ସୂଚନା ଦେଇ ସାରିଲେଣି । ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ।

ଚନ୍ଦ୍ରଗ୍ରହଣ ଓଡ଼ିଶାରେ ଦିନ ୧ଟାରେ ଆରମ୍ଭ ହେବ, ଯାହା ଦିଗ୍‌ବଳୟ ତଳେଥିବ । ସର୍ବାଧିକ ଅପରାହ୍ନ ୩ଟାରେ ରହିବ, ଏହା ମଧ୍ୟ ଦିଗବଳୟ ତଳେ ଥିବ । ସନ୍ଧ୍ୟା ୫ଟା ୨୩ମିନିଟରେ ଓଡ଼ିଶାରେ ଏହା ଦୃଶ୍ୟମାନ ହେବ, କିନ୍ତୁ ଖାଲି ଆଖିରେ ଦେଖାଯିବ ନାହିଁ ।

Show More

Related Articles

Back to top button