Breaking PLUSବଲିଉଡ

ରାଜ କୁନ୍ଦ୍ରାଙ୍କୁ ଜାମିନ ମଞ୍ଜୁର କଲେ କୋର୍ଟ

ରାଜ କୁନ୍ଦ୍ରାଙ୍କୁ ଜାମିନ ମଞ୍ଜୁର କଲେ କୋର୍ଟ । ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରିବା ଏବଂ ତାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ଅଭିଯୋଗରେ ଗିରଫ ହୋଇଥିଲେ ରାଜ କୁନ୍ଦ୍ରା ।  ତାଙ୍କୁ ୫୦ ହଜାର ମୁଚାଲିକାରେ ଜାମିନ ମଞ୍ଜୁର କଲେ କୋର୍ଟ । ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଜାମିନ ମିଳିଛି । ମୁମ୍ବାଇର ଏକ କୋର୍ଟ ତାଙ୍କୁ ଜାମିନ ଦେଇଥିବା ସୂଚନା ମିଳିଛି ।

 

Show More

Related Articles

Back to top button