Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର
ଲୋକପ୍ରିୟ ତାମିଲ ଅଭିନେତା, ନିର୍ମାତା ତଥା ଲେଖକ ଭେଙ୍କଟ ଶୁଭଙ୍କ ପରଲୋକ
ଲୋକପ୍ରିୟ ତାମିଲ ଅଭିନେତା, ନିର୍ମାତା ତଥା ଲେଖକ ଭେଙ୍କଟ ଶୁଭଙ୍କ ମେ ୨୯ରେ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଛି। ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିିଳିଛି।

ସେ ଗତ ଦଶ ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବା ପରେ ତାଙ୍କୁ ଆଇସିୟୁ (ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) କୁ ସ୍ଥାନାନ୍ତର କରାଯାଇଥିଲା। ତେବେ, ଆଜି ସକାଳୁ ତାଙ୍କର ମୃତ୍ୟ ହୋଇଥିବା ଜଣାପଡ଼ିଛି।