Breaking PLUSଓଡ଼ିଶାମୁଖ୍ୟ ଖବର
ଲକ୍ଡାଉନରେ ଖୋଲା ରହିବ ଆହାର କେନ୍ଦ୍ର
ଲକ୍ଡାଉନ ସମୟରେ ଆହାର କେନ୍ଦ୍ର ଖୋଲା ରହିବ। ଜନସାଧାରଣ ହିତକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ର ଖୋଲା ରଖାଯିବ । ଗହଳି କମାଇବା ପାଇଁ ଏଠାରେ ଖାଇବା ବଦଳରେ ଲୋକେ ପାର୍ସଲ ନେଇ ପାରିବେ।

ଲକ୍ଡାଉନ ସମୟରେ ଆହାର କେନ୍ଦ୍ର ଖୋଲା ରହିବ। ଜନସାଧାରଣ ହିତକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ର ଖୋଲା ରଖାଯିବ । ଗହଳି କମାଇବା ପାଇଁ ଏଠାରେ ଖାଇବା ବଦଳରେ ଲୋକେ ପାର୍ସଲ ନେଇ ପାରିବେ।
କେତେ ଲୋକ ସାଙ୍ଗରେ ଖାଦ୍ୟ ନେଉଛନ୍ତି ତାର ହିସାବ ରଖିବା ସହ ଲକ୍ଡାଉନ ସମୟରେ ଖାଦ୍ୟ ଯେପରି ନଷ୍ଟ ନ ହୁଏ ତାକୁ ଦୃଷ୍ଟିରେ ରଖି ଖାଦ୍ୟ ପ୍ରସ୍ତତ କରିବାକୁ କୁହାଯାଇଛି।