Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆସନ୍ତା ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ

ରାଜ୍ୟରେ ଆସନ୍ତା ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ଆସନ୍ତା ଅଗଷ୍ଟ ୯ରୁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ଶିକ୍ଷାନୁଷ୍ଠାନ । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୯ରୁ ରାଜ୍ୟର ସମସ୍ତ ଡିପ୍ଲୋମା,ଆଇଟିଆଇ, ଡିଗ୍ରୀ, ଆଦି କଲେଜ ଖୋଲଯିବ । ଏହାସହ ଅନ୍ୟସ୍ଥାନରୁ ଛାତ୍ରଛାତ୍ରୀ ଆସୁଥିବାରୁ ହଷ୍ଟେଲ ମଧ୍ୟ ଖୋଲିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ସମସ୍ତ କୋଭିଡ ନିୟମ ପାଳନ କରିବେ । ଗାଇଡଲାଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯିବ । ସାମଜିକ ଦୂରତା ରକ୍ଷା କରିବା ସହ ବିଶୋଧନ ମଧ୍ୟ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ପିଲାଙ୍କ ପାଇଁ କଲେଜ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯାଇପାରେ ବୋଲି ଆଲୋଚନା କରାଯାଉଛି ।

Show More

Related Articles

Back to top button