Breaking PLUSଦେଶମୁଖ୍ୟ ଖବର

ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତରେ ୧୦୦ କୋଟି ଟିକାକରଣର ଲକ୍ଷ୍ୟ

ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଭାରତରେ ୧୦୦ କୋଟି ଟିକାକରଣର ଲକ୍ଷ୍ୟ ରଖାଯାଇଛି । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୨ କୋଟିରୁ ଅଧିକ ଟିକାକରଣ କରି ଇତିହାସ ରଚିଛି ଭାରତ।

ଦିନକରେ ୨.୫ କୋଟିରୁ ଅଧିକ କୋଭିଡ-୧୯ ଟିକାକରଣ କରି ନୂଆ ରେକର୍ଡ ସୃଷ୍ଟି କରିଛି ଭାରତ । ସରକାରୀ ସୂତ୍ରରୁ ଜଣାପଡିଛି ଯେ ଅକ୍ଟୋବର ୭ ସୁଦ୍ଧା ଦେଶରେ ୧୦୦ କୋଟି ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Show More

Related Articles

Back to top button