Breaking PLUSଓଡ଼ିଶାମୁଖ୍ୟ ଖବର

ବିଏମସିର ନିଷ୍ପତ୍ତିକୁ ବିରୋଧ କରି, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ବିଏମସିର ନିଷ୍ପତ୍ତିକୁ ବିରୋଧ କରି ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ହଷ୍ଟେଲ ଖାଲି କରିବାକୁ ବିଏମିସର ନିଷ୍ପତ୍ତି ପରେ ବାଣିବିହାରରେ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି

ବିଏମସିର ନିଷ୍ପତ୍ତିକୁ ବିରୋଧ କରି ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ହଷ୍ଟେଲ ଖାଲି କରିବାକୁ ବିଏମିସର ନିଷ୍ପତ୍ତି ପରେ ବାଣିବିହାରରେ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରି ବାଣୀବିହାରରେ ଏନ୍ଏଚ୍ ଅବରୋଧ କରିଛନ୍ତି ।

ଆନ୍ଦୋଳନରତ ଛାତ୍ରଛାତ୍ରୀ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ମଧ୍ୟ ପକାଇ ଦେଇଛନ୍ତି । ବିଶ୍ୱବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇନଥିବା ବେଳେ ବିଏମସିର ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି ।

Show More

Related Articles

Back to top button