Breaking PLUSଓଡ଼ିଶାମୁଖ୍ୟ ଖବର

ବୁର୍ଲାରେ ଶିଶୁଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ !

କରୋନାର ଦ୍ୱିତୀୟ ଲହରରେ ବହୁ ଶିଶୁ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ବୁର୍ଲୀ ଭୀମସାରରେ ଅଧିକ ଶିଶୁ କରୋନା ଆକ୍ରାନ୍ତ ହେବା ପରେ ସେଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ ।

ବର୍ତ୍ତମାନ ସୁଦ୍ଧା ଭୀମସାରରେ ୪୬ ଜଣ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୧୨ ବର୍ଷ ଭିତରେ । ସେମାନଙ୍କ ଭିତରେ ଅଛନ୍ତି ପାଞ୍ଚ ବର୍ଷ କିମ୍ବା ତାଠୁ କମ୍ ବୟସର ୮ ଜଣ ଶିଶୁ । ଏଭଳି ସ୍ଥିତିରେ ସରକାର କୋଭିଡ୍ ହସ୍ପିଟାଲରେ ଶିଶୁଙ୍କ ପାଇଁ ୧୫ ପ୍ରତିଶତ ବେଡ୍ ସଂରକ୍ଷଣ ପାଇଁ କହିଥିବା ସୂଚନା ମିଳିଛି । ପିଲାଙ୍କ ସହ ଜଣେ ଆଟେଣ୍ଡାଣ୍ଟଙ୍କୁ ରହିବା ପାଇଁ ଅନୁମତି ମିଳିବ ।

Show More

Related Articles

Back to top button