ବଲିଉଡ

୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି ସୋନୁ ସୁଦ୍

ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଛନ୍ତି ସୋନୁ ସୁଦ୍ ! ଅଭିନେତାଙ୍କ ମୁମ୍ବାଇ ବାସଭବନରେ ଲଗାତର ଚଢାଉ ପରେ ଆଜି ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ବିବୃତ୍ତିରେ ସୂଚନା ଦିଆଯାଇଛି । ଆୟକର ବିଭାଗ କହିଛି ଯେ (ଏଫସିଆରଏ) ର ଉଲ୍ଲଂଘନ ବ୍ୟତୀତ ସୋନୁ ସୁଦ ଏବଂ ତାଙ୍କ ସହଯୋଗୀମାନେ ୨୦ କୋଟି ଟଙ୍କା ଟିକସ ଫାଙ୍କିଛନ୍ତି ।

Show More

Related Articles

Back to top button