Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରିବା ଅଭିଯୋଗରେ ଗିରଫ ହେଲେ ବ୍ୟବସାୟୀ ରାଜ କୁନ୍ଦ୍ରା

ସୋମବାର ରାତ୍ରିରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ପୋଲିସ୍‌ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛନ୍ତି । ସେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ କରି, ସେସବୁକୁ କିଛି ଆପ୍‌ ଜରିଆରେ ପ୍ରସାରଣ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନା ଅନୁସାରେ, ଏହି ଅଭିଯୋଗରେ ରାଜ କୁନ୍ଦ୍ରାଙ୍କ ସମେତ ୧୧ ଜଣ ଗିରଫ ହୋଇଛନ୍ତି। ଆଜି ସେମାନଙ୍କୁ ଏସମ୍ବନ୍ଧରେ ଜେରା କରାଯିବ।

Show More

Related Articles

Back to top button