Breaking PLUSଦେଶ ବିଦେଶମୁଖ୍ୟ ଖବର

ରେଳବାଇ ପାଇଁ ବଜେଟରେ ୧.୧୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ

ସାଧାରଣ ବଜେଟରେ ରେଳବାଇ ପାଇଁ ୧ଲକ୍ଷ ୧୦ହଜାର ୫୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର । ୨୦୩୦ରୁ ନୂଆ ରେଳ ଯୋଜନା । ରେଲଓ୍ୱେ ଓ ପର୍ଯ୍ୟଟକ ରୁଟ ପାଇଁ ନୂଆ ପ୍ଲାନ୍ ପ୍ରସ୍ତୁତ କରାଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି, ଆଉ କିଛି ସହରରେ ଆରମ୍ଭ ହେବ ମେଟ୍ରୋ ପ୍ରୋଜେକ୍ଟ । ଭିସ୍ତା ଡୋମ୍ କୋଚ୍ ଆରମ୍ଭ ହେବ । ଯାହାଦ୍ୱାରା ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ । ରେଳବାଇକୁ ୧.୧୦ ଲକ୍ଷ କୋଟି ଟଙ୍କା ଦିଆଯାଉଛି । ସେଥିରି କେବଳ ପୁଞ୍ଜି ଖର୍ଚ୍ଚ ପାଇଁ ୧.୦୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

ମେଟ୍ରୋ ଟ୍ରେନ ପାଇଁ ଘୋଷଣା
ସେହିପରି ମେଟ୍ରୋ ସେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ବର୍ତ୍ତମାନ ୭୦୨ କିଲୋମିଟର ମେଟ୍ରୋ ଚାଲୁଛି । ୨୭ ଟି ସହରରେ ସମୁଦାୟ ୧୦୧୬ କିଲୋମିଟର ମେଟ୍ରୋ କାର୍ଯ୍ୟକ୍ଷମ ହେଉଛି । କମ୍ ମୂଲ୍ୟରେ ଟାୟାର୍-୨ ସହରରେ ମେଟ୍ରୋ ଲାଇଟ୍ ଓ ମେଟ୍ରୋ ନିଓ ଆରମ୍ଭ ହେବ । କୋଚି ମେଟ୍ରୋରେ ୧୯୦୦ କୋଟି ବ୍ୟୟରେ ୧୧ କିଲୋମିଟର ନିର୍ମାଣ କରାଯିବ ।

ଚେନ୍ନାଇରେ ୬୩ ହଜାର କୋଟି ଟଙ୍କା ବ୍ୟୟରେ ୧୮୦ କିଲୋମିଟର ଲମ୍ବା ମେଟ୍ରୋ ରୁଟ ନିର୍ମାଣ ହେବ । ବେଙ୍ଗାଲୁରୁରେ ୫୮ କିଲୋମିଟର ଲମ୍ବା ୫୮ କିଲୋମିଟର ମେଟ୍ରୋ ଲାଇନ ମଧ୍ୟ ନିର୍ମାଣ ହେବ । ନାଗପୁରରୁ ୫୯୭୬ କୋଟି ଏବଂ ନାଶିକ୍ ୨୦୯୨ କୋଟିରୁ ମେଟ୍ରୋ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

Show More

Related Articles

Back to top button