Breaking PLUSଓଡ଼ିଶାମୁଖ୍ୟ ଖବର

ଆହୁରି ୬ ଘଣ୍ଟା ଟ୍ୱିନସିଟିରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

ରେର୍କଡ ଭାଙ୍ଗୁଛି ବର୍ଷା, ଗତ ୨୪ ଘଣ୍ଟା ମଧ୍ୟ୍ୟରେ ରାଜଧାନୀରେ ୧୯୩ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

୧୨ ତାରିଖ ସକାଳ ୮.୩୦ ରୁ ୧୩ ତାରିଖ ଭୋର ୬.୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୬ ଘଣ୍ଟା ମଦ୍ୟରେ ଭୁବନେଶ୍ୱର ଓ କଟକରେ ଆହୁରି ପ୍ରବଳ ବର୍ଷା ହେବ ।

ଏନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଛଡ଼ା ପୁରୀରେ ସର୍ବାଧିକ ୩୨୯ ମିଲିମିଟର ବର୍ଷା ଓ ପାରାଦିପରେ ମଧ୍ୟ ୨୧୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Show More

Related Articles

Back to top button