Breaking PLUSଦେଶ ବିଦେଶମୁଖ୍ୟ ଖବର

ଜମ୍ମୁ-କାଶ୍ମୀରର ସୋପିଆନରେ ପୁଣି ଏନକାଉଣ୍ଟର, ଟଳିଲେ ୨ ଆତଙ୍କୀ

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିପେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନେ ଅଲ୍-ବଦ୍ରି ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣା ପଡ଼ିଛି । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଥିଲା ।

କୁଲଗାମ ଅନ୍ତର୍ଗତ ହାଟିପୋରାରେ ଆତଙ୍କବାଦୀ ଲୁଚିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ଅପରେସନ୍ । ଆତ୍ମସମର୍ପଣ କରିବାକୁ ସେମାନଙ୍କୁ କହିଥିଲେ ପୋଲିସ । ତେବେ ସେମାନେ ସୁରକ୍ଷାବାହିନୀ ଉପରକୁ ଗୁଳିମାଡ଼ କରିଥିଲେ । ଜବାବୀ ହମଲାରେ ତିନି ଜଣ ଆତଙ୍କବାଦୀଙ୍କ ଜୀବନ ଯାଇଛି । ଏହାପରେ ସଂପୃକ୍ତି ଅଞ୍ଚଳକୁ ଘେରି ସର୍ଚ୍ଚ ଅପେରସନ୍ ଚଳାଇଛି ସୁରକ୍ଷାବାହିନୀ । ଗତ ଶୁକ୍ରବାର ଓ ଶନିବାର ବି ସୋପିଆନ୍ ଓ ତ୍ରାଲରେ ଦୁଇଟି ଆତଙ୍କବାଦୀ ବିରୋଧୀ ଅପରେସନ୍ କରିଥିଲା ସୁରକ୍ଷାବାହିନୀ ।

Show More

Related Articles

Back to top button