Breaking PLUSପୂଜା ପାର୍ବଣ

ରାଜଧାନୀରେ ଗଣେଶ ପୂଜା ପାଇଁ ହେବ ପୋଲିସ ପେଟ୍ରୋଲିଂ

ଆସନ୍ତାକାଲି ବିଘ୍ନ ବିନାଶକଙ୍କ ପୂଜା । କରୋନା କଟକଣା ପାଇଁ ଏବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ପୂଜା । ପୂଜା ମଣ୍ଡପରେ ବି ହୋଇପାରିବନି ସର୍ବସାଧାରଣ ଦର୍ଶନ ଏହାସହିତ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ ବୋଲି ମଧ୍ୟ ସ୍ଥିର ହୋଇଛି । କରୋନାର ତୃତୀୟ ଲହର କୁ ଦୃଷ୍ଟିରେ ରଖି ବିଘ୍ନ ବିନାଶକଙ୍କ ପୂଜା ପାଇଁ କଟକଣା କଠୋର ହୋଇଛି । ରାଜଧାନୀରେ ଗଣେଶ ପୂଜା ପାଇଁ ହେବ ପୋଲିସ ପେଟ୍ରୋଲିଂ । ଆଜି ସନ୍ଧ୍ୟାରୁ ଜନ ଗହଳି ଜାଗାରେ ପେଟ୍ରୋଲିଂ କରିବ କମିଶନରେଟ ପୋଲିସ । ଆସନ୍ତାକାଲି ମଧ୍ୟ ପୋଲିସର ଏକ ଟିମ ପେଟ୍ରୋଲିଂ କରିବ ।

Show More

Related Articles

Back to top button