Breaking PLUSଓଡ଼ିଶାମୁଖ୍ୟ ଖବର

PLFIର ପୂର୍ବତନ ସଦସ୍ୟଙ୍କୁ ଗୁଳି କରି ହତ୍ୟା

ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଗେର୍ଦା ଗାଁରେ PLFIର ଜଣେ ପୂର୍ବତନ ସଦସ୍ୟ ଥିବା ମଦନ ମାଝୀ ନାମକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ସେ PLFIର ଜଣେ ପୂର୍ବତନ ସଦସ୍ୟ ଥିବା କୁହାଯାଉଛି । ଗେର୍ଦା ପୋଲିସ ଅନ୍ତର୍ଗତ ଜମତେଇ ଜଙ୍ଗଲରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡିଛି ।

ମଦନ ଝାଡ଼ଖଣ୍ଡର ମୂଳ ବାସିନ୍ଦା ହୋଇଥିବାବେଳେ ସେ ଓଡ଼ିଶାର ନୂଆଗାଁ ବ୍ଲକ ଅଂଚଳରେ ଦୀର୍ଘ ୫ ବର୍ଷ ଧରି ରହି ଆସୁଥିଲେ । ହତ୍ୟାକାଣ୍ଡ ପଛରେ PLFIର ହାତ ଥିବା ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତା କିମ୍ବା ବ୍ୟାବସାୟିକ କାର୍ଯ୍ୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ବି ଅନୁମାନ କରାଯାଉଛି ।

Show More

Related Articles

Back to top button