Breaking PLUSମନୋରଞ୍ଜନ

ଆଜି ଗୁଗଲ ପାଳୁଛି ପିଜ୍ଜା ଦିବସ

ଗୁଗଲ ସବୁବେଳେ ଅନେକ ବଡ଼ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଥାଏ । ଉତ୍ସବ ସହିତ, ଗୁଗଲ ଡୁଡଲ୍ସ ମାଧ୍ୟମରେ ସେହି ଦିନର ଇତିହାସ ବିଷୟରେ ସୂଚନା ଦେଇଥାଏ । ଆଜି ଗୁଗଲ ପାଳନ କରୁଛି ପିଜ୍ଜା ଦିବସ  । ୨୦୦୭ ମସିହାରେ ଏହି ଦିନରେ, ନେପୋଲିଟାନ ‘ପିଜ୍ଜାଇଲୋ’ ତିଆରି କରିବାର ପଦ୍ଧତି ୟୁନେସ୍କୋର ପ୍ରତିନିଧୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା ।

ଯଦି ଆପଣ ଗୁଗଲର ସ୍ୱତନ୍ତ୍ର ପିଜ୍ଜା ଡୁଡଲ୍ସ ଉପରେ କ୍ଲିକ କରନ୍ତି, ତେବେ ଏଥିରେ ୧୧ଟି ମେନ୍ୟୁ ପିଜା ଦେଖାଯିବ, ଯାହାକି କାଟିବାର ବିକଳ୍ପ ସହିତ ଏକ ମଜାଦାର ପିଜ୍ଜା ଗେମ ଆପଣଙ୍କ ସାମ୍ନାରେ ରଖାଯିବ ।

Show More

Related Articles

Back to top button